ଭାଷାର ଗୌରବ

ଓଡ଼ିଆ ସାହିତ୍ୟ

ଭାଷାର ଗୌରବ
ଯାହାଂକୁ ଯେତେ ଭାଷା ଜଣା ସ୍ବଭାଷା ରୂପେ ହେଲେ ଗଣା ରହିବନାହିଁ କଟକଣା ଫୁଟିବ ମନର ଭାବନା ଭାବନା ଯାତ୍ରୀ, ଭାଷା ଯାନ ଅନନ୍ୟ ମନୁଷ୍ୟ ଜୀବନ କରିବା ଯାତ୍ରାର ବର୍ଣନ ଯାନର ରକ୍ଷଣାବେକ୍ଷଣ ଭାଷା ଓ ଭାଷା ମଧ୍ୟେ କଳି ଚଳିଲେ ଭାବ ପଡ଼େ ଟଳି ପ୍ରୟୋଗାଶ୍ରୟୀ ପ୍ରତି ଭାଷା ବଢ଼ାଏ ବିଶ୍ବାସ ଭରସା ସର୍ବଭାଷାରେ ସମଭାବ ପୋଷିଲେ ବଢ଼ିବ ଗୌରବ

What's Your Reaction?

like

dislike

love

funny

angry

sad

wow